Jump to content

ଧୈର୍ଯ୍ୟଶାଳୀ

ଉଇକିଅଭିଧାନ‌ରୁ

ଧୈର୍ଯ୍ୟଶାଳୀ

ଉଚ୍ଚାରଣ

[ସମ୍ପାଦନା]
(ଧୈର୍ଯ୍ୟଶାଳିନୀ—ସ୍ତ୍ରୀ) 

(ଧୈର୍ଯ୍ୟଶୀଳିତା—ବି)

ସଂସ୍କୃତ - ବିଶେଷଣ - ପୁଂ. (ଧୈର୍ଯ୍ୟ+ ଅଛି ଅର୍ଥରେ ଶାଳିନ୍; ୧ମା. ୧ବ)

[ସମ୍ପାଦନା]
୧. ଧୈର୍ଯ୍ୟବାନ୍ —୧. Patient.
୨. ସହିଷ୍ଣୁ —୨. Forbearing.