Jump to content

ଧୈର୍ଯ୍ୟ ଧରିବା

ଉଇକିଅଭିଧାନ‌ରୁ

ଧୈର୍ଯ୍ୟ ଧରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ମନ ସମ୍ଭାଳି ରହିବା; ମନକୁ ସ୍ଥିର ବା ଦୃଢ଼ ରଖିବା; ଅଥୟ ନ ହେବା —To have patience; to bear a thing with equanimity.