Jump to content

ଧୋ

ଉଇକିଅଭିଧାନ‌ରୁ

ଧୋ

ଉଚ୍ଚାରଣ

[ସମ୍ପାଦନା]

ଧୋଓ, ଧୋଓ ଧୋଓ, ଧୋଃ, ଧୋଧୋଅନ୍ୟରୂପ

  • (file)

ଦେଶଜ - ଅ. (ଧ୍ୱନ୍ୟନୁକରଣ)

[ସମ୍ପାଦନା]
୧. ଧୂଅ (ଦେଖ) - ୧. Dhūa (See)

ଧୋରେ ବାୟା ଧୋ; ଯେଉଁ କିଆରିରେ ଗହଳ ମାଣ୍ଡିଆ ସେହି କିଆରିରେ ଶୋ— ଶିଶୁରଞ୍ଜନ ଗୀତ

୨. ମୃଦଙ୍ଗ ଆଦି ବାଦ୍ୟର ରୋକଟକୁ ସମାପ୍ତ କରିବାର ଶବ୍ଦ — ୨. The sound representing the concluding beat or stroke in the striking of the Mṛudaṅga.

ଦେଶଜ - କ୍ରି—('ଧୋଇବା' କ୍ରିୟାର ଅନୁଜ୍ଞା; ଅନାଦରାର୍ଥକ ୨ୟ ପୁରୁଷ ଓ ୧ ବଚନ ରୂପ)

[ସମ୍ପାଦନା]

ଧୂଅ — (imperative singular form of the verb 'Dhoibā') Do wash.