Jump to content

ଧୋଇ

ଉଇକିଅଭିଧାନ‌ରୁ

ଧୋଇ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

(ମରୁଡ଼ି—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଧାବ ଧାତୁ=ଧୋଇବା)

[ସମ୍ପାଦନା]
୧. ପ୍ରବଳ ନଈବଢ଼ି — ୧. High flood; inundation.
୨. ଜଳବହୁଳତା ଯୋଗୁଁ ଶସ୍ୟ ଆଦିର ନଷ୍ଟି — ୨. The state of the crops etc being washed away by flood; devastation of a country by flood.
୩. ଅତିବୃଷ୍ଟି ଜଳବହୁଳତା; ଜଳ ପ୍ଳାବନ — ୩. The state of a country being over flooded by excessive rain.
୪. (ପୁଂ) (ଆଦରାର୍ଥକ) ଧୋବା ନାମକ ବ୍ୟକ୍ତିର ଡାକ ନାମ — ୪. Name for calling Dhobā.
୫. (ସ୍ତ୍ରୀ) ସ୍ତ୍ରୀମାନଙ୍କୁ ଦିଆଯିବା ନାମ — ୫. A name given to females.

ଦେଶଜ - ବିଶେଷଣ -

[ସମ୍ପାଦନା]

କୌଣସି ସ୍ଥାନ ବର୍ଷାଜଳ ଆଦିରେ ଧୂଆ ହେବା ପରେ ସେଠାରୁ ଗଡ଼ି ଆସୁଥିବା (ଜଳ) —(rain-water) Washed off from a place.

(ଯଥା—ଗାଆଁର ଧୋଇ ପାଣି ଏହି ବିଲବାଟେ ଯାଏ)