ଧୋଇଆ
ଦେଖଣା
ଧୋଇଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ମରୁଡ଼ିଆ—ଅନ୍ୟରୂପ)
ଦେଶଜ - ବିଶେଷଣ - (ସଂସ୍କୃତ - ଧାବ ଧାତୁ)
[ସମ୍ପାଦନା]- ୧. ପ୍ରଚୁର ଜଳଦ୍ୱାରା ଶସ୍ୟାଦି ନଷ୍ଟ ହେବା (ଭୂଭାଗ); ଯେଉଁ ଭୂଖଣ୍ଡ ବା ଅଞ୍ଚଳର ଶସ୍ୟାଦି ପ୍ରବଳ ବୃଷ୍ଟି ବା ବନ୍ୟା ଜଳରେ ନଷ୍ଟ ହୋଇଅଛି — ୧. (country) Washed away or devastated by excessive flood or rain-fail.
- ୨. ଯେଉଁ ସ୍ଥାନରେ ପ୍ରତିବର୍ଷ ନଈ ବଢ଼ି ପାଣି ମାଡ଼େ — ୨. (country) Subject to flood.
ଧୋଇଆ ଜଣେ; ମରୁଆଡ଼ି ମାଣେ—କୃଷିବଚନ
- ୩. (ଅନାଦରାର୍ଥକ) ଧୋବା ନାମକ ବ୍ୟକ୍ତିର ଡ଼ାକ ନାମ — ୩. Name for calling Dhobā.