ଧୋଇ ଧାଇ ଦେବା
ଦେଖଣା
ଧୋଇ ଧାଇ ଦେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଧୋଇ ଧାଇ ଦେବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ଧୂଆ ହୋଇ କରିବା; ଉତ୍ତମରୂପେ ଧୌତ କରିବା —To wash thoroughly.
[ଦ୍ରଷ୍ଟବ୍ୟ —୧୯୩୩: ମସିହା ନଈ ବଢ଼ି ଓଡ଼ିଶାର ଅଧିକାଂଶ ସ୍ଥାନରେ ଘାଇ ଭାଙ୍ଗି ଫସଲ ଓ ଘରଦ୍ୱାର ଧୋଇଧାଇ ଦେଲା]