ଧୋଇ ପାଣି ଦେବା
ଦେଖଣା
ଧୋଇ ପାଣି ଦେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଧୋଇ ପାଣି ଦେବା
|
(ଧୋଇ କରି ପାଣି ଦେବା—ଅନ୍ୟରୂପ)
ଦେଶଜ - କ୍ରି. (ଲକ୍ଷଣାର୍ଥ)
[ସମ୍ପାଦନା](କୌଣସି ବସ୍ତୁକୁ ଦେବା ତ ଦୂରର କଥା, ସେହି ପଦାର୍ଥକୁ) ଜଳରେ ଧୋଇ ସେହି ଜଳକୁ ଦେବା, ଅର୍ଥାତ୍ ଆଦୌ କିଛି ନ ଦେବା (fig) Not to give any thing at all.
(ଯଥା—ତୁ ମୋଠାରୁ ଶହେ ଟଙ୍କା ନେବାକୁ ଆସୁଛି ମୁଁ ତୋତେ ଟଙ୍କା ଧୋଇ ପାଣି ଦେବି)