Jump to content

ଧୋଇ ମରୁଡ଼ି

ଉଇକିଅଭିଧାନ‌ରୁ

ଧୋଇ ମରୁଡ଼ି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ବିପରୀତାର୍ଥବୋଧକ ସହଚର)

[ସମ୍ପାଦନା]
୧. ଅତିବୃଷ୍ଟି ଓ ଅନାବୃଷ୍ଟି; ଧୋଇ ଓ ମରୁଡ଼ି — ୧. Flood and draught; excessive rain and draught.

ଧୋଇ ମରୁଡ଼ି ଯହିଁରେ ନ ଥାଇ ସେ ଭୂମି ଚିହ୍ନି ଚଷା ବୁଣେ ନେଇ ପ୍ରାଚୀ, ପରଚେଗୀତା

୨. ଅତିବୃଷ୍ଟି ଜନିତ ଫସଲର ହାନି ବା ଅନାବୃଷ୍ଟି ଜନିତ ଶସ୍ୟହାନି —୨. Loss or damage of crops due to excessive rain or draught.