ଧୋଇ ଶୁଖେଇ ଖାଇବା
ଦେଖଣା
ଧୋଇ ଶୁଖେଇ ଖାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଧୋଇ ଶୁଖେଇ ଖାଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]କୌଣସି ବିଷୟ ବା ପଦାର୍ଥକୁ କୌଣସି ପ୍ରକାରେ ନ ବଢ଼ାଇ ବା ନ କମାଇ ତାହାର ବ୍ୟବହାର କରିବା; କୌଣସି ଦ୍ରବ୍ୟର ଆୟମାତ୍ର ଭୋଗ କରିବା —To enjoy the income only of a property without in any way touching the main body of it.