Jump to content

ଧୋଓରା

ଉଇକିଅଭିଧାନ‌ରୁ

ଧୋଓରା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଯେଉଁ ବାଟ ବା ଭୂମି ଉପରେ କୌଣସି ଗ୍ରାମର ବର୍ଷା ପାଣି ବହିଯାଏ —୧. A land over which flows the surplus rain water of a village.

ଗାଁ ଅର ଧୋଓରା ପୋଖରୀ ତଳ ୟକୁ ଦେଉଥିବ ଆଗତ କର—କୃଷିବଚନ

୨. ବର୍ଷା ପାଣିରେ ମାଟି ଆଦି ଯାହା ଧୋଇ ହୋଇଯାଏ — ୨. Earth etc which is washed away by rain water.

ଦେଶଜ - ବିଶେଷଣ -

[ସମ୍ପାଦନା]

ଗ୍ରାମର ଧୋଇ (ପାଣି) — (water) etc which is from a village; surplus (rain water).