Jump to content

ଧୋଓରେ

ଉଇକିଅଭିଧାନ‌ରୁ

ଧୋଓରେ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ଅ. (ଧ୍ୱନ୍ୟନୁକରଣ)

[ସମ୍ପାଦନା]

ବାୟାଚଢ଼େଇ ଓ ମାଙ୍କଡ଼ ଆଦିଙ୍କୁ ହୁରୁଡ଼ାଇବା ଧ୍ୱନି —Sound made for scaring away monkeys and birds.

ଧୋଓରେ ବାୟା ଧୋ, ଯେଉଁ କିଆରିରେ ଗହଳ ମାଣ୍ଡିଆ ସେହି କିଆରିରେ ଶୋ ଶିଶୁରଞ୍ଜନ ଗୀତ