ଧୋକଡ଼ୀ
ଦେଖଣା
ଧୋକଡ଼ୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]- ୧. ଶ୍ଳଥସ୍ତନା ବା ଲମ୍ୱିତସ୍ତନା ସ୍ତ୍ରୀ; ଲମ୍ୱକୁଚା ସ୍ତ୍ରୀ —୧. A woman with hanging breasts.
- ୨. ଲୁଗାର ଥଳି ବା ମୁଣି — ୨. A wallet or bag made of cloth.
ଦେଶଜ - ବିଶେଷଣ - ସ୍ତ୍ରୀ
[ସମ୍ପାଦନା]- ୧. ଧୋକଡ଼ର ସ୍ତ୍ରୀଲିଙ୍ଗ — ୧. Feminine of Dhokaṟḍ̠a.
- ୨. ବିଲମ୍ୱିତ ପୟୋଧରା (ସ୍ତ୍ରୀ) —୨. (a woman) With wrinkled or hanging breasts.