Jump to content

ଧୋକା କରିବା

ଉଇକିଅଭିଧାନ‌ରୁ

ଧୋକା କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ସନ୍ଦେହ କରିବା — ୧. To doubt.
୨. ଆଶଙ୍କା କରିବା; ଭୟ କରିବା — ୨. To fear; to apprehend.
୩. ପରେଇ ବା ପରବାୟ କରିବା —୩. To care for.
୪. ଚିନ୍ତା କରିବା; ମନରେ ଦକଦକ ହେବା — ୪. To be nervous about; to feel nervous.