Jump to content

ଧୋକେଇବା

ଉଇକିଅଭିଧାନ‌ରୁ

ଧୋକେଇବା

ଉଚ୍ଚାରଣ

[ସମ୍ପାଦନା]

(ଧୋକାଇବା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି—(ସଂସ୍କୃତ - ଧୂକ୍ଷ ଧାତୁ= କ୍ଳେଶ ଦେବା)

[ସମ୍ପାଦନା]
୧. ଧୋକା ଦେବା —୧. To frighten.
୨. ଧୋକା କରିବା — ୨. To be unnerved about.
୩. ଧକେଇବା; ଧଇଁ ସଇଁ ହେବା; ଧୁକ୍ ଧୁକ୍ ହେବା —୩. To gasp or pant.