Jump to content

ଧୋଜା ମୁଣୋହିଁ

ଉଇକିଅଭିଧାନ‌ରୁ

ଧୋଜା ମୁଣୋହିଁ

ଉଚ୍ଚାରଣ

[ସମ୍ପାଦନା]

ଧୋଜା ମୁଣେହି, ଧୋଜା ମଣୋହି, ଧ୍ୱଜା ମୁଣହି, ଧୋଜା ମୁଣେହିଁଅନ୍ୟରୂପ

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପୂଜକ ଯେଉଁ ଭୋଗକୁ ମନ୍ଦିରାଭ୍ୟନ୍ତରରେ ଠାକୁରଙ୍କ ଛାମୁରେ ଭୋଗ ନ ଲଗାଇ ମନ୍ଦିର— ଶୃଙ୍ଗସ୍ଥ ଧ୍ୱଜାକୁ ଦେଖାଇ ଦେଉଳର ବାହାରେ ଭୋଗ ଲଗାଏ — An offering offered to an idol in the sight of the flag, instead of being offered near the Deity.