Jump to content

ଧୋତରା ଉଡ଼ିଯିବା

ଉଇକିଅଭିଧାନ‌ରୁ

ଧୋତରା ଉଡ଼ିଯିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. କୌଣସି ଘଟଣାରେ କୌଣସି ବ୍ୟକ୍ତିର ଅସ୍ତବ୍ୟସ୍ତ ଓ ସର୍ବସ୍ୱାନ୍ତ ହୋଇ ପଡ଼ିବା ଅବସ୍ଥା —୧. (a person) Being altogether ruined or done for.
୨. ଅତ୍ୟନ୍ତ କ୍ଳାନ୍ତି — ୨. The state of being over-tired.