ଧୋତି
ଦେଖଣା
ଧୋତି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଧୌତି; ଢୁଳ. ସଂସ୍କୃତ - ଅଧୋବସ୍ତ୍ର; ଢୁଳ. ବଙ୍ଗାଳୀ - ଧୂତି, ହିନ୍ଦୀ - ଧୋତି, ତେଲୁଗୁ - ଧୋତୀ, ମ. ଧୋତର, ଧୋତ୍ର)
[ସମ୍ପାଦନା]- ୧. ପିନ୍ଧା; ପରିଧେୟ ବସ୍ତ୍ର; ପୁରୁଷଙ୍କ ପିନ୍ଧା ଲୁଗା — ୧. A cloth for males wear.
- ୨. ଅଧୋବାସ; କଟିବସ୍ତ୍ର —୨. A piece of cloth worn round the waist; waist cloth.