Jump to content

ଧୋବ

ଉଇକିଅଭିଧାନ‌ରୁ

ଧୋବ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଧବଳ କିମ୍ୱା ଧାବ୍ ଧାତୁ= ଧୋଇବା;ସଂସ୍କୃତ - ଧୂପ ଧାତୁ= ଦୀପ୍ତି)

[ସମ୍ପାଦନା]
୧. ଶୁକ୍ଳ; ଧବଳ; ଧଳା — ୧. White.
୨. କଚା ହୋଇ ପରିଷ୍କୃତ ଓ ଧଳା ହୋଇ— ଥିବା (ଲୁଗା) —୨. (cloth) Washed clean and white; bleached.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଶୁକ୍ଳବର୍ଣ୍ଣ —୧. White colour.
୨. ଥରେ ଧୋବାଘରେ ପଡ଼ି ପରିଷ୍କୃତ ହେବା ଅବସ୍ଥା —୨. One washing; a wash (oof a cloth).

(ଯଥା—ଏ ଲୁଗାଖଣ୍ଡକର ଚାରି ଧୋବ ହେଲାଣି)