ଧୋବଲି ଚଢ଼େଇ
କ୍ଷୁଦ୍ର ପକ୍ଷୀ ବିଶେଷ — A sand lark; a water thrush
[ ଦ୍ର—ଏମାନେ କୁଳେଚରବର୍ଗର ପକ୍ଷୀ; ୪/୬: ଆଙ୍ଗୁଳିର ଲମ୍ୱ; ଏମାନଙ୍କ ଦେହ ଯାକ ଧଳା, ମାତ୍ର ବେକ ତଳେ ଗୋଟିଏ କଳା ଡ଼ୋରା ଥାଏ ଏମାନେ ନଦୀକୂଳ ବାଲିରେ ବିତରଣ କରନ୍ତି ]