Jump to content

ଧୋବଲି ଠକ

ଉଇକିଅଭିଧାନ‌ରୁ

ଧୋବଲି ଠକ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଧବ=ପ୍ରବଞ୍ଚକ)

[ସମ୍ପାଦନା]

ଯେଉଁ ଶୁଭ୍ର ପରିଚ୍ଛଦ ଧାରୀ ବାହାରେ ଦେଖିବାକୁ ଭଦ୍ରଲୋକ ପରି ମାତ୍ର ପ୍ରକୃତରେ ପ୍ରତାରକ ବା ଶଠ —A cheat appearing in fine dress (Who makes people believe that he is a gentle man.)