ଧୋବା ଖଟିବା
ଦେଖଣା
ଧୋବା ଖଟିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଧୋବା ଖଟିବା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା](ଧୋବା) କୌଣସି ପରିବାରର ଲୁଗା କାଚିବାରୂପ ସେବା କରିବା —The service of a washerman rendered to a family in regularly washing the clothes thereof.