ଧୋବା ତୋଠ
ଜଳାଶ୍ରୟ ଯେଉଁ ସ୍ଥାନରେ ଧୋବା ଲୁଗା କାଚେ ଓ ଶୁଖାଏ —The place near a pond or a river where the washerman washes and drise the clothes.
(ଯଥା—ଗାଆଁ ପରିମଳ ଧୋବାତୋଠାରୁ ଜଣା—ଢଗ)