ଧୋବା ଭଣ୍ଡାରି ଅଟକ
ଦେଖଣା
ଧୋବା ଭଣ୍ଡାରି ଅଟକ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଧୋବା ଭଣ୍ଡାରି ଅଟକ
|
ଧୋବା ଭଣ୍ଡାରି ବନ୍ଦ, ଧୋବା ଭଣ୍ଡାରି ବାସନ୍ଦ, ଧୋବା ଭଣ୍ଡାରି ରୋକ୍, ଧୋବା ଭଣ୍ଡାରି ନ ଖଟିବାଅନ୍ୟରୂପ
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଗ୍ରାମର କୌଣସି ବ୍ୟକ୍ତି ସାମାଜିକ ଅପରାଧରେ ଅପରାଧୀ ହେଲେ ତାହାର ସେବା ନ କରିବା ସକାଶେ ଗ୍ରାମସମାଜଦ୍ୱାରା ଧୋବା ଭଣ୍ଡାରିଙ୍କୁ ଆଦେଶ ହେବା; ଏକଘରିକିଆ ହେବା; ଜାତିକୁ ଅଟକ; ବାସନ୍ଦ —Excommunication of a person by a caste-guild or village community by depriving him of the services of the village washerman and the village barber.