ଧୋବା ଭାଟି
ଦେଖଣା
ଧୋବା ଭାଟି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଧୋବା ଭାଟି
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଧୋବା ଯେଉଁ ବଡ଼ ହାଣ୍ଡିମଧ୍ୟରେ ଖାର— ପାଣିରେ ଲୁଗା ବତୁରାଇ ଓ ଆଉ ଗୋଟିଏ ସଛିଦ୍ର ହାଣ୍ଡି ବା ପଲମ ତା ଉପରେ ଘୋଡ଼ାଇ ଲୁଗାକୁ କାଚିବା ପୂର୍ବରୁ ସିଝାଏ —A pot in which the washerman fumigates or steams the cloths before washing.