Jump to content

ଧୋବା ସଙ୍ଗାତ

ଉଇକିଅଭିଧାନ‌ରୁ

ଧୋବା ସଙ୍ଗାତ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ବ୍ୟଙ୍ଗ୍ୟ)

[ସମ୍ପାଦନା]

ଧୋବାବନ୍ଧ; ରଜକମିତ୍ର — (ironical) Washerman-friend.

ଧୋବା ସଙ୍ଗାତ, ଭଣ୍ଡାରି ମିତ ସଖି ଗୋ ମନ୍ଦ ଏ—ଢଗ

[ ଦ୍ର—କେହି ଲୋକ ଧୋବା ସାଙ୍ଗେ ସଙ୍ଗାତ ବସିଲେ ସେ ପ୍ରତିଦିନ ଧୋବା ସଙ୍ଗାତଠାରୁ ଅନ୍ୟ ବ୍ୟକ୍ତିଙ୍କର ଭଲଭଲ ଧୋବ ଲୁଗା ଆଣି ପିନ୍ଧିପାରେ ଏବଂ ପିନ୍ଧିସାରି ଧୋବା ସଙ୍ଗାତକୁ ଉକ୍ତ ଲୁଗା ଫେରାଇ ଦେଲେ ସେ ତାକୁ ପୁଣି ସଫା କରି ବସ୍ତ୍ରସ୍ୱାମୀଙ୍କୁ ଦିଏ ଏ ଆଚରଣ ସର୍ବଥା ନିନ୍ଦ୍ୟ]