Jump to content

ଧୋବି

ଉଇକିଅଭିଧାନ‌ରୁ

ଧୋବି

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଧବ)

[ସମ୍ପାଦନା]
୧. ଧ (ଗଛ) (ଦେଖ) - ୧. Dha (tree) (See)
୨. (ଆଦରାର୍ଥକ) ଧୋବା ନାମକ ବ୍ୟକ୍ତିର ଡ଼ାକ ନାମ — ୨. Name for calling 'Dhobā'

ପ୍ରାଦେଶିକ - (ବସ୍ତର, ତୁଳ,. ହି, ଧୋବୀ) ବିଶେଷ୍ୟ -

[ସମ୍ପାଦନା]

ଧୋବା —Washerman.