ଧୋବ କରିବା
ଦେଖଣା
ଧୋବ କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଧୋବ କରିବା
|
ଦେଶଜ - କ୍ରିୟାପଦ - (ସଂସ୍କୃତ - ଧାବନ, ଧବଳ)
[ସମ୍ପାଦନା]- ୧. ଧଳାରଙ୍ଗ କରିବା —୧. To whiten.
- ୨. ଲୁଗା କାଚି ସଫା କରିବା —୨. To wash a cloth and turn it white.
[ ଦ୍ର—ଧୋବାମାନେ ଲୁଗାକୁ ସାମାନ୍ୟ ପରିମାଣରେ କାଚି ସଫା କଲେ ତାକୁ ସଜଧୋବ ଓ ଉତ୍ତମରୂପେ କାଚି ସଫା ଇସ୍ତ୍ରୀ କଲେ ତାକୁ ବାସିଧୋବ ବୋଲାଯାଏ ]