Jump to content

ଧୋବ ଫିଟିବା

ଉଇକିଅଭିଧାନ‌ରୁ

ଧୋବ ଫିଟିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

[ ଧୋବ ଫିଟା(ଟେ)ଇବା—ସକର୍ମକ ରୂପ ]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ଉତ୍ତମ ରୂପେ ଧବଳବର୍ଣ୍ଣ ବିଶିଷ୍ଟ ହେବା; ଧବଳୀକୃତ ହେବା —To become very white.

(ଯଥା—ଧୋବା ଭଲ କରି ନ କାଚିବାରୁ ମୋ ଲୁଗା ଧୋବ ଫିଟିଲା ନାହିଁ)