Jump to content

ଧୋରଣା

ଉଇକିଅଭିଧାନ‌ରୁ

ଧୋରଣା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଚୀର୍ଣ୍ଣ)

[ସମ୍ପାଦନା]

ଟିକିଟିକି; ଜୀର୍ଣ୍ଣଶୀର୍ଣ୍ଣ; କନ୍ଥାରେ ପରିଣତ — Torn into shreds.

(ଯଥା—ଏ ଲୁଗାଟା ଧୋରଣା ହୋଇଗଲାଣି)