Jump to content

ଧୋରଣୀ

ଉଇକିଅଭିଧାନ‌ରୁ

ଧୋରଣୀ

ଉଚ୍ଚାରଣ

[ସମ୍ପାଦନା]

=== ସଂସ୍କୃତ - ବିଶେଷ୍ୟ - (ଧୋର୍ ଧାତୁ=ଦ୍ରୁତଗତି କରିବା+ଭାବ. ଅନି, ଈ)

୧. ଜନଶ୍ରୁତି —୧. Rumour (which runs apace).
୨. ଶ୍ରେଣୀ; ପରମ୍ପରା —୨. Succession; continuty; uninterrupted series.
୩. ପରମ୍ପରାଗତ କଥା —୩. Tradition (Apte).