Jump to content

ଧୋୟୀ

ଉଇକିଅଭିଧାନ‌ରୁ

ଧୋୟୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନାମ)

[ସମ୍ପାଦନା]

ଜୟଦେବଙ୍କ ଗୀତଗୋବିନ୍ଦରେ ଉଲ୍ଲିଖିତ ଜଣେ କବିଙ୍କ ନାମ —Name of a poet alluded to by Jayadeba in his Gītagobinda.

[ଦ୍ରଷ୍ଟବ୍ୟ —ଏ ଜଣେ ରାଜା ଥିବାରୁ ଅନୁମତି ହୁଏ କାଳିଦାସଙ୍କ ମେଘଦୁତ ପରି ଏହାଙ୍କ ରଚିତ ବାୟୁଦୂତ ନାମରେ ଖଣ୍ଡିଏ ଖଣ୍ଡ- କାବ୍ୟ ମିଳୁଅଛି ହିନ୍ଦୀ - ଶବ୍ଦସାଗର]