ଧୋ ପଖାଳ
ପ୍ରତିଦିନ ସକାଳେ ଓ ଭୋଗ ଉଠିଲା ପରେ ଦେବମନ୍ଦିରର ତଳି ବା ଚଟାଣରେ ପାଣି ଢ଼ାଳି ଓଳିଆପୋଛା କରି ସଫା କରିବା କର୍ମ —Washing and cleansing the floor of a temple.