Jump to content

ଧୋ ପଖାଳିବା

ଉଇକିଅଭିଧାନ‌ରୁ

ଧୋ ପଖାଳିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ଧୌତ ଓ ପ୍ରକ୍ଷାଳନ)

[ସମ୍ପାଦନା]

ଦେବମନ୍ଦିରର ଚଟାଣରେ ପାଣି ଢ଼ାଳି ଓ ଝାଡ଼ୁ ମାରି ତାକୁ ସଫା କରିବା —To wash and cleanse the floor of a temple.