ଧୌଡ଼ ମାରିବା
(ଧୌଡ଼ ଦେବା—ଅନ୍ୟରୂପ)
ଦୌଡ଼ିଯିବା; ଏକବାରିକ୍ ବା ହଠାତ୍ ଦଉଡ଼ି କରି ପଳାଇବା —To run away suddenly; to run continously.