Jump to content

ଧୌମ୍ୟ

ଉଇକିଅଭିଧାନ‌ରୁ

ଧୌମ୍ୟ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - ନାମ

[ସମ୍ପାଦନା]
୧. ଧୌମ (ଦେଖ) - ୧. Dh&aline;&uline;ma (See)
୨. ବ୍ୟାଘ୍ରପଦ ନାମକ ଋଷିଙ୍କ ପୁତ୍ର; ଶିବଭକ୍ତ ଦିବ୍ୟଜ୍ଞାନ— ସମ୍ପନ୍ନ, ଅଜର ଓ ଅମର ସତ୍ୟଯୁଗର ଏକ ଋଷି (ମହାଭାରତ) —୨. Name of sage of the Satya j̄uga.
୩. ଆୟୋଦ ଋଷି; ଆରୁଣି, ଉପମନ୍ୟୁ ଓ ବେଦ ନାମକ ୩ ପୁତ୍ରଙ୍କ ପିତା — ୩. Name of a sage, father of Āruṇi.
୪. ପଶ୍ଚିମଦିଗରେ ତାରା ରୂପେ ଦେଖାଯାଉଥିବା ଏକ ଋଷି — ୪. Name of a sage who is said to have been transformed to a star appearing in the west.