Jump to content

ଧୌରେୟ

ଉଇକିଅଭିଧାନ‌ରୁ

ଧୌରେୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଧୂର=ଭାର+ବହନାର୍ଥେ ଏୟା)

[ସମ୍ପାଦନା]
୧. ଭାରବାହୀ —୧. Carrying a burden
୨. ଅଗ୍ରବର୍ତ୍ତୀ —୨. Advancing ahead.
୩. ରଥ ଆଦି ଟାଣିବା ବାଲା — ୩. Drawing a vehicle.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଭାରବାହୀ ପଶୁ —A beast of burden.