ଧ୍ମାତ
ଦେଖଣା
ଧ୍ମାତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ଧ୍ମା ଧାତୁ+ କର୍ମ. ତ)
[ସମ୍ପାଦନା]- ୧. ନିଆଁ ଲଗା ଯାଇଥିବା; ଅଗ୍ନି ସଂଯୁକ୍ତ; ଉଦ୍ଦୀପୀତ; ସନ୍ଦୀପିତ; ସନ୍ଧୁକ୍ଷିତ — ୧. Ignited; kindled.
- ୨. ଫୁଙ୍କା ହେବାଦ୍ୱାରା ଶବ୍ଦିତ; ନିନାଦିତ (ତୁରୀ ଆଦି ଯନ୍ତ୍ର) — ୨. Blown or sounded (as a wind-instrument.
- ୩. ଦଗ୍ଧ —୩. Burnt.
- ୪. ଫୁଙ୍କା ଯାଇଥିବା —୪. Blown; into.
- ୫. ଫୁଙ୍କା ଯାଇ ଫୁଲି ଯାଇଥିବା — ୫. Inflated; puffed up; blown up.