Jump to content

ଧ୍ମାନ

ଉଇକିଅଭିଧାନ‌ରୁ

ଧ୍ମାନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଧ୍ମା ଧାତୁ+ ଭାବ. ନ)

[ସମ୍ପାଦନା]
୧. ଫୁଙ୍କିବା କର୍ମ — ୧. The act of blowig.
୨. ଫୁଙ୍କିକରି ନିଆଁ ଲଗାଇବା — ୨. Kindling or igniting a fire by blowing.