Jump to content

ଧ୍ରୁବତା

ଉଇକିଅଭିଧାନ‌ରୁ

ଧ୍ରୁବତା

ଉଚ୍ଚାରଣ

[ସମ୍ପାଦନା]

(ଧ୍ରୁବତ୍ୱ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ଧ୍ରୁବ+ଭାବାର୍ଥରେ ତା)

[ସମ୍ପାଦନା]
୧. ସ୍ଥିରତା; ନିଶ୍ଚିୟ — ୧. Certainty
୨. ନିତ୍ୟତା —୨. Permanence.
୩. ଅକ୍ଷୟତା —୩. Indestructibility.
୪. ଦୃଢ଼ତା —୪. Steadiness; firmness.