Jump to content

ଧ୍ରୁବା

ଉଇକିଅଭିଧାନ‌ରୁ

ଧ୍ରୁବା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଧ୍ରୁବ+ସ୍ତ୍ରୀ. ଆ)

[ସମ୍ପାଦନା]
୧. ବଟପତ୍ରାକୃତି ହୋମପାତ୍ର; ସ୍ରୁଚ —୧. A shallow spoon of wood used in vedic sacrifice; a sacrificial ladle.
୨. ଢୁଆ; ଘୋଷା —୨. The refrain or burden of a song; chorus.
୩. ନୀତ —୩. policy; principle.
୪. ସ୍ୱାଧ୍ୱୀ ସ୍ତ୍ରୀ —୪. A chaste or devoted wife.
୫. ମୂର୍ବା; ମୁରୁଗା ଗଛ —୫. A kind of tenacious. grass.
୬. ଧ୍ରୁବ ଧେନୁ (ଦେଖ) - — ୬. Dhruba dhenu (Apte) (See)

ସଂସ୍କୃତ - ବିଶେଷଣ - ସ୍ତ୍ରୀ (ଧ୍ରୁବ+ସ୍ତ୍ରୀ. ଆ)

[ସମ୍ପାଦନା]

ଧ୍ରୁବର ସ୍ତ୍ରୀଲିଙ୍ଗ — Feminine of Dhruba.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

'ଧ୍ରୁବ'ର ଡାକ ନାମ —Name for calling Dhruba.