Jump to content

ଧ୍ରୁବାବର୍ତ୍ତ

ଉଇକିଅଭିଧାନ‌ରୁ

ଧ୍ରୁବାବର୍ତ୍ତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା; ଧ୍ରୁବ+ଆବର୍ତ୍ତ)

[ସମ୍ପାଦନା]
୧. ଅଶ୍ୱର ରୋମ— ସଂସ୍ଥାନବିଶେଷ; ଘୋଡ଼ା ଦେହରେ ଥିବା ଏକ ପ୍ରକାର ରୋମର ଭଉଁରୀ —୧. A kind of whorl found on the body of a horse.
୨. କପାଳର ଯେଉଁ ବିନ୍ଦୁରୁ ମୁଣ୍ଡର କେଶ ବାମ ଓ ଦକ୍ଷିଣ ପାଖକୁ ବାଗେଇଥାଏ —The point on the crown of the head from which the hair radiate (Apte).