ଧ୍ରୁବ ତାରା
ଧ୍ରୁବ ତାରା
ଉଚ୍ଚାରଣ
[ସମ୍ପାଦନା]ଧ୍ରୁବନକ୍ଷତ୍ର, ଧ୍ରୁବତାରକ, ଧ୍ରୁବତାରକାଅନ୍ୟରୂପ
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଉତ୍ତର କେନ୍ଦ୍ରସ୍ଥ ଅବିଚଳିତ ତାରା — The pole star.
[ଦ୍ରଷ୍ଟବ୍ୟ —ଧ୍ରୁବତାରା ୨ଟି ଏ ତାରା ଦୁଇଟି ସ୍ଥିର ଅର୍ଥାତ୍ ଘୁରନ୍ତି ନାହିଁ ଆକାଶର ଅନ୍ୟ ତାରାଗୁଡ଼ିକ ପୂର୍ବରେ ଉଦିତ ହୋଇ ପଶ୍ଚିମରେ ଅସ୍ତ ହୁଅନ୍ତି ଉକ୍ତ ତାରା ଦୁଇଟି ମଧ୍ୟରୁ ଗୋଟିଏ ପୃଥିବୀର ଉତ୍ତର ମେରୁର ଊର୍ଦ୍ଧ୍ୱରେ ଅବସ୍ଥିତ ତାକୁ ସୌମ୍ୟ ଧ୍ରୁବତାରା ବୋଲାଯାଏ ଦକ୍ଷିଣ ମେରୁ ଉପରେ ଅବସ୍ଥିତ ଅନ୍ୟଟି ଯାମ୍ୟ ଧ୍ରୁବତାରା ଶୂନ୍ୟମଣ୍ଡଳରେ ପୃଥିବୀର ତିର୍ଯ୍ୟକ୍ ଅବସ୍ଥିତି ଯୋଗୁଁ ଆମ୍ଭେମାନେ ଉତ୍ତର ଦିଗରେ ଦିଗ୍ୱଳୟର କିଛି ଊର୍ଦ୍ଧ୍ୱରେ ଉତ୍ତର ଧ୍ରୁବତାରାକୁ ଦେଖିପାରୁଁ; ମାତ୍ର ଦକ୍ଷିଣ ଧ୍ରୁବତାରା ଦେଖାଯାଏ ନାହିଁ ସପ୍ତର୍ଷିମଣ୍ଡଳର ମୁଣ୍ଡରେ ଥିବା ଦୁଇ ନକ୍ଷତ୍ରକୁ ଯୋଗ କରି ସେ ରେଖାକୁ ବଢ଼ାଇଲେ ବର୍ଦ୍ଧିତ ରେଖା ଧ୍ରୁବନକ୍ଷତ୍ରର ପାର୍ଶ୍ୱ ଦେଇ ଯାଏ ଶିଶୁମାର ମଣ୍ଡଳର ଲାଞ୍ଜତାରା ଧ୍ରୁବତାରା ଅଟେ ଉକ୍ତ ଉତ୍ତର ଧ୍ରୁବତାରାର ସ୍ଥାନପରିବର୍ତ୍ତନ ହୁଏ ନାହିଁ, ଏଣୁ ନାବିକମାନେ ଏହାକୁ ଦେଖି ରାତିରେ ଦିଙ୍ନିର୍ଣ୍ଣୟ କରନ୍ତି ଏହା ଭକ୍ତ ଧ୍ରୁବଙ୍କ ଅଧିଷ୍ଠିତ ଧ୍ରୁବଲୋକରେ ଅବସ୍ଥିତ ବୋଲି ଲୋକଙ୍କର ବିଶ୍ୱାସ—ନକ୍ଷତ୍ର ତଳେ ନୋଟ୍ ଦେଖ]