Jump to content

ଧ୍ରୁବ ଦର୍ଶକ

ଉଇକିଅଭିଧାନ‌ରୁ

ଧ୍ରୁବ ଦର୍ଶକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ସପ୍ତର୍ଷିମଣ୍ଡଳ —୧. The constellation of the Ursa Major; the Great Bear.


[ଦ୍ରଷ୍ଟବ୍ୟ —ଏହି ମଣ୍ଡଳର ମୁଣ୍ଡରେ ଥିବା ଦୁଇ ତାରାର ସଂଯୋଜକ ରେଖାକୁ ବଢ଼ାଇଲେ ତାହା ଧ୍ରୁବତାରା ପାଖ ଦେଇ ଯାଏ]

୨. ଜାହାଜିଆମାନଙ୍କର ଦିଗ୍ୱାରଣ ଯନ୍ତ୍ର — ୨. The mariner's compass.