Jump to content

ଧ୍ରୁବ ଦର୍ଶନ

ଉଇକିଅଭିଧାନ‌ରୁ

ଧ୍ରୁବ ଦର୍ଶନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଧ୍ରୁବ+ଦର୍ଶନ)

[ସମ୍ପାଦନା]

ହିନ୍ଦୁମାନଙ୍କ ବିବାହର କର୍ମକାଣ୍ଡ ଅନ୍ତର୍ଗତ ଏକ କର୍ମ, ଯହିଁରେ ମନ୍ତ୍ରପାଠପୂର୍ବକ ବର କନ୍ୟା ଦୁହେଁ ଧ୍ରୁବତାରାକୁ ଦର୍ଶନ କରନ୍ତି —A ritual in the course of the marriage rites amongst the Hindus, cosisting of the bride and the bridegroom having a look at the pole star while reciting some vedic formulas.

[ଦ୍ରଷ୍ଟବ୍ୟ —ଏଥିର ଉଦ୍ଦେଶ୍ୟ ଏହି ଯେ ଦମ୍ପତିଙ୍କର ପ୍ରେମ ଧ୍ରୁବତାରା ପରି ନିଶ୍ଚଳ ରହିବ]