Jump to content

ଧ୍ରୁବ ପଦ

ଉଇକିଅଭିଧାନ‌ରୁ

ଧ୍ରୁବ ପଦ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଧ୍ରୁପଦ (ଦେଖ) - ୧. Dhrupada (See)
୨. ଧ୍ରୁବଲୋକ; ସ୍ୱର୍ଗଧାମ —୨. The heaven; the seat of Dhruba in heaven.

ଅତି କଠୋଚ ଢପ କଲା; ତାକୁ ଯେ ଧ୍ରୁବପଦ ଦେଲା— ଜଗନ୍ନାଥ. ଭାଗବତ

୩. ଆକାଶ —୩. The sky.

ଦେଶଜ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

ଲୋକଙ୍କୁ ଦିଆଯିବା ନାମ — A name given to males.