ଧ୍ରୁବ ପ୍ରହ୍ଲାଦ
ପୁରାଣପ୍ରସିଦ୍ଧ ବିଷ୍ଣୁଭକ୍ତ ବାଳକଦ୍ୱୟ; ଉତ୍ତନପାଦ ରାଜାଙ୍କ ପୁତ୍ର ଧ୍ରୁବ ଓ ହିରଣ୍ୟକଶିପୁ ଅସୁରର ପୁତ୍ର ପ୍ରହ୍ଲାଦ — Name of two boys devoted to Bishṇu as described in the Purāṇas.