Jump to content

ଧ୍ରୁବ ମତ୍ସ୍ୟ

ଉଇକିଅଭିଧାନ‌ରୁ

ଧ୍ରୁବ ମତ୍ସ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଜ୍ୟୋତିଷ)

[ସମ୍ପାଦନା]
୧. ଧ୍ରୁବମଣ୍ଡଳ (ଦେଖ) - ୧. Dhrubamaṇḍaḻa (See)
୨. ଧ୍ରୁବମଣ୍ଡଳ ଏବଂ ଧ୍ରୁବମଣ୍ଡଳର ଲଞ୍ଜତାରା ଓ ସପ୍ତର୍ଷିମଣ୍ଡଳ ମଧ୍ୟରେ ଥିବା ଗୋଟିଏ ତାରା, ଏପରି ୮ ଗୋଟି ତାରାଯୁକ୍ତ ମତ୍ସ୍ୟାକୃତ ତାରାକାପୁଞ୍ଜ (ନକ୍ଷତ୍ରତଳେ ନୋଟ୍ ଦେଖ) — ୨. A constellation consisting of the Lesser Bear and Corcoroli.
୩. ଦିଗବାରଣ ଯନ୍ତ୍ର (ହିନ୍ଦୀ - ଶବ୍ଦସାଗର) — ୩. The mariner's compass.