Jump to content

ଧ୍ରୁବ ଲୋକ

ଉଇକିଅଭିଧାନ‌ରୁ

ଧ୍ରୁବ ଲୋକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ବିଷ୍ଣୁ ଭକ୍ତ ଧ୍ରୁବଙ୍କ ପାଇଁ ନିର୍ମାଣ କରିଥିବା ବିଷ୍ଣୁ ଲୋକର ଉପରିସ୍ଥ ସତ୍ୟଲୋକାନ୍ତର୍ଗତ ସ୍ୱର୍ଗଧାମ — ୧. The heaven assigned to Dhurba by Bishṇu for his devotion.
୨. ସ୍ୱର୍ଗଧାମ; ନିତ୍ୟାଧାମ; ବୈକୁଣ୍ଠ — ୨. The heaven, the abode of Bishṇu.

ଅନୁବାଦ

[ସମ୍ପାଦନା]

=== ଦେଶଜ - ବିଶେଷ୍ୟ -

୧. ବହୁଦୂରସ୍ଥ ଦେଶ — ୧. Any distant place.

(ଯଥା—ଏ ସାମାନ୍ୟ ବିଷୟଟା ଧ୍ରୁବଲୋକ ପର୍ଯ୍ୟନ୍ତ ଗଲାଣି)

୨. ଉଚ୍ଚପଦସ୍ଥ ବ୍ୟକ୍ତିମାନେ; କର୍ତ୍ତୃପକ୍ଷ — ୨. Highest authorities.

(ଯଥା—ଏ ମକଦ୍ଦମାଟା ଧ୍ରୁବଲୋକ ପର୍ଯ୍ୟନ୍ତ ନ ଉଠିବାଯାକେ ମୁଁ ଛାଡ଼ିବି ନାହିଁ)