Jump to content

ଧ୍ରୁ (ଧାତୁ)

ଉଇକିଅଭିଧାନ‌ରୁ

ଧ୍ରୁ (ଧାତୁ)

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ -

[ସମ୍ପାଦନା]
୧. ସ୍ଥିର ହେବା — ୧. To be fixed; to be firm.
୨. ଗତି କରିବା; ଯିବା —୨. To go; to move.
୩. ସ୍ଥିର କରିବା; ନିଶ୍ଚିତରୂପେ ଜାଣିବା — ୩. To ascertain; to know for certain.
୪. ହତ୍ୟା କରିବା; ବଧ କରିବା —୪. To kill.