Jump to content

ଧ୍ୟାତ

ଉଇକିଅଭିଧାନ‌ରୁ

ଧ୍ୟାତ

ଉଚ୍ଚାରଣ

[ସମ୍ପାଦନା]
(ଧ୍ୟାତା—ସ୍ତ୍ରୀ) 

(ଧ୍ୟା, ଧ୍ୟାନ—ବି)

(ଧ୍ୟାତବ୍ୟ; ଧେୟ—ବିଣ)

ସଂସ୍କୃତ - ବିଶେଷଣ - (ଧ୍ୟୈ ଧାତୁ= ଚିନ୍ତା କରିବା+ କର୍ମ. ତ)

[ସମ୍ପାଦନା]
୧. ଯାହାକୁ ଧ୍ୟାନ କରା ଯାଇଅଛି; ଧ୍ୟାନର ବିଷୟୀଭୂତ — ୧. Meditated upon; contemplated.
୨. ଭାବିତ; ଚିନ୍ତିତ — ୨. Reflected upon; thought of.
୩. ସ୍ମୃତ —୩. Remembered.